Read Online in Oriya
Table of Content
ସୂଚିପତ୍ର ସାରଣୀ
ବୃକକ୍ ସମ୍ବନ୍ଧରେ
ବୃକକ୍ ହାନୀ
ଅନ୍ୟାନ୍ୟ ଗୁରୁତ୍ବପୁର୍ଣ ବୃକକ୍ ରୋଗ
ବୃକକ୍ ରୋଗରେ ଆହାର

ଲେଖକ ଡାକ୍ଟର ରବିନ୍ଦ୍ରନାଥ ସହୁଂକ ଦ୍ବାରା ଲିଖିତ ପୁସ୍ତକ "ତୁମ ବୃକକ୍ ର ସୁରକ୍ଷା" ଏକ ସମ୍ପୁର୍ଣ , ନିବିଡ ଓ ବ୍ୟାବହାରିକ ପଥଦର୍ଶକ ଯାହାକି ସମସ୍ତ ପ୍ରକାର ବୃକକ୍ ଜନିତ ଅସୁବିଧା ପାଇଁ ସହାହ୍ୟ କରିପାରିବ |

Oriya
  • ପଠନର ସୁବିଧା : ବହିର ଲକ୍ଷ ହେଉଛି ବୃକକ ସମ୍ପର୍କିତ ସ୍ତିତି ଓ ଘଟଣାର ବ୍ୟବହାରିକ ସୂଚନାକୁ ଉପଲବ୍ଧ କରାଇବା I
  • ସରଳ ପଥପଦର୍ସକ ଭାବେ ପ୍ରତେକଂକ ନିଜ ବୃକକ କୁ ସୁସ୍ଥ ରଖିବା ସମ୍ପର୍କରେ ଅବଗତ କରାଇବା I
  • ବୃକକ ରୋଗର ସତର୍କ ସୂଚନା , ସାଧାରଣ ତଥ୍ୟ ସଂଗ୍ରହ କରି ସଅଳ ରୋଗ ନିର୍ନୟ କରିବା I
  • କ୍ରିନିକ ବୃକକ ରୋଗୀ କିପରି ସମ୍ପୁର୍ଣ ଚିକିସ୍ଚା ପରାମର୍ଶ ପାଇବା ସହିତ ଡାଯଲିସିସକୁ ବିଳମ୍ବିତ କରିବା ଓ ଉଭଯ ପ୍ରକ୍ରିଆ କୁ ଏକତ୍ର କାର୍ଯ୍ୟକାରୀ କରିବା ପାଇଁ କିପରି ବ୍ୟବଚାରିକ ଚିକିସ୍ଚା ପରାମର୍ଶ ଦିଆଯାଇପାରିବ I
  • ବୃକକ ଦାନୀ ରୋଗିଂକ ନିୟମିତ ଖାଦ୍ୟ ଚୟନ ଓ ଖାଦ୍ୟରେ କଟକଣା ଉଭୟର ସମ୍ପୁର୍ଣ ବାଖ୍ୟା I
Download 200+ paged book “Save Your Kidneys” for Free in Oriya language