Read Online in Oriya
Table of Content
ସୂଚିପତ୍ର ସାରଣୀ
ବୃକକ୍ ସମ୍ବନ୍ଧରେ
ବୃକକ୍ ହାନୀ
ଅନ୍ୟାନ୍ୟ ଗୁରୁତ୍ବପୁର୍ଣ ବୃକକ୍ ରୋଗ
ବୃକକ୍ ରୋଗରେ ଆହାର

ଲେଖକଂକ ବିଷୟରେ

ରୋଏସ୍ସୋର ରବି ନାରାୟଣ ସାହୂ, ମ .ଡି, Medicine ଡି ମ , ଣେଫ୍ରୋଲୋଗ୍ଯ , ପ.ଗ.ଇ., ଚନ୍ଡିଗରଃ
ଅବର୍ଦେଡ଼ ଏଲ୍ଲୋଵ ଓ ଈନ୍ଦିଅନ ଶ୍ରୋକିଏତ୍ଯ ଓ ଣେଫ୍ରୋଲୋଗ୍ଯ (ଫିସଂ) ଅସ୍ତ ରେସିଦେନ୍ତ ଓ ଈନ୍ଦିଅନ ଶ୍ରୋକିଏତ୍ଯ ଓ ଣେଫ୍ରୋଲୋଗ୍ଯ ୨୦୦୮-୨୦୦୯. ସେର୍ବେଡ଼ ଅସ ରୋଏସ୍ସୋର ଅଣ୍ଡ ହେଅଡ଼ ଓ ଡେପ୍ର୍ତ୍ମେନ୍ତ ଣେଫ୍ରୋଲୋଗ୍ଯ ଇନ ସ.C.ବ. Medical ଓଲ୍ଲେଗେ, ଉତ୍ତକ୍କ . ରେସେନ୍ତ୍ଲ୍ଯ ଵୋର୍କିନ୍ଗ ଅସ ରୋଏସ୍ସୋର ଅଣ୍ଡ ଡିରେକ୍ତୋର ଇନ ଈଂଶ୍ର & ସୁମ Hospital, ହୁବନେସ୍ଵର.

ଡାକ୍ଟର ସଂଜୟ ପାନ୍ଦ୍ୟା ହେଉଛନ୍ତି ଜଣେ ବରିଷ୍ଠ ବୃକକ୍ ବିଶେଷଜ୍ଞ ଯିଏକି ରାଜକୋଟ, ଗୁଜୁରାଟ

ଡାକ୍ଟର ସଂଜୟ ପାନ୍ଦ୍ୟା ହେଉଛନ୍ତି ଜଣେ ବରିଷ୍ଠ ବୃକକ୍ ବିଶେଷଜ୍ଞ ଯିଏକି ରାଜକୋଟ, ଗୁଜୁରାଟ, ଭାରତରେ ଅଭ୍ୟାସ କରନ୍ତି | ସେ ତାଂକର ଡକ୍ଟର ଅଫ ମେଡିସିନ (ଇନଣ୍ଡରନାଲ ମେଡିସିନ) ଏମପି. ସାହା ମେଡିକଲ କଲେଜ, ଯାମନଗର ଗୁଜରାଟରୁ ୧୯୮୬ ରେ ଡିଏନବି ନେଫ୍ରୋଲୋଜି ବୃକକ୍ ରୋଗ ଓ ଗବେଷଣା କେନ୍ଦ୍ର ଅହମ୍ମଦାବାଦ ୧୯୮୯ ଏବଂ ୧୯୯୦ ମସିହା ପରଠାରୁ ସେ ଜଣେ ପେଶାଦାର ବୃକକ୍ ବିଶେଷଜ୍ଞ ଭାବରେ ଗୁଜୁରାଟ ରାଜ୍ୟରେ ରାଜକୋଟଠାରେ କାର୍ଯ୍ୟ କରୁଛନ୍ତି |

ଡକ୍ଟର ପନ୍ଦ୍ୟା ବିଭିନ୍ନପ୍ରକାର ବୃକକ୍ ରୋଗ ସମ୍ପର୍କରେ ଶିକ୍ଷାଦାନ ପାଇଁ ସକ୍ରିୟ ଭାବରେ ଜଡିତ | ବୃକକ୍ ରୋଗୀପାଇଁ ବିଭିନ୍ନ ପ୍ରକାର ବୃକକ୍ ରୋଗ ଜନିତ ପୁସ୍ତକ ସେ ଇଂରାଜି, ହିନ୍ଦୀ, ଗୁଜୁରଟି ଓ କୁଟଚୀ ଭାଷାରେ ଲେଖିଛନ୍ତି |

ବହୁ ସଂଖ୍ୟକ ଲୋକମାନଂକୁ ବୃକକ୍ ରୋଗର ଚିକିସ୍ଚା, ଯତ୍ନ ଓ ପ୍ରତିକାର ସମ୍ପର୍କରେ ସଚେତନ କରିବା ଲକ୍ଷ ନେଇ ଡକ୍ଟର ପନ୍ଦ୍ୟା "ବୃକକ୍ ଶିକ୍ଷା ପ୍ରତିଷ୍ଠାନ" ତିଆରି କରିଛନ୍ତି |

ପୃଥିବୀର ବିଭିନ୍ନ କୋଣରୁ ଉସ୍ଚର୍ଗିକୃତ ବୃକକ୍ ବିଶେଷଜ୍ଞ ମାନଂକ ସାହାହ୍ୟ ଓ ସହଯୋଗ ଦ୍ବାରା ବୃକକ୍ ରୋଗୀ ମାନଂକ ପାଇଁ ଅନେକ ଗୁଡିଏ ପୁସ୍ତକ ୨୦ ରୁ ଅଧିକଟି ଭାଷାରେ ପ୍ରସ୍ତୁତ କରାଯାଇଛି |

ପୃଥିବୀର ବିଭିନ୍ନ ସ୍ଥାନରେ ଥିବା ସଂଖ୍ୟାଧିକ ଲୋକ ଓ ବୃକକ୍ ରୋଗୀ ମାନଂକୁ ସହାହ୍ୟ କରିବା ପାଇଁ www . KidneyEducation . com ୱୈବସାଇଟ ଡକ୍ଟର ପାନ୍ଦ୍ୟଂକ ଦ୍ବାରା ଖୋଲାଯାଇଛି | ଏହି ୱୈବସାଇଟ ଦ୍ବାରା ଜଣେ ୨୦ ରୁ ଅଧିକଟି ଭାଷାରେ ୨୩୦ ପୃଷ୍ଠା ବିଶିଷ୍ଟ ବୃକକ୍ ପୁସ୍ତକ ମାଗଣାରେ ପାଇପାରିବ | ଏହି ବୃକକ୍ ୱୈବସାଇଟ ଖୁବ ଲୋକପ୍ରିୟ ଓ ପ୍ରଥମ ୬୬ ମାସରେ ଏହା ୨୪ ମିଲିଅନରୁ ଅଧିକ ହିଟ୍ସ ଗ୍ରହଣ କରିଛି |