ଏହି ପୁସ୍ତକରେ ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଯାଇଛି | ପ୍ରଥମ ଭାଗରେ ମୂଖ୍ୟତଃ ବୃକକ୍ ବିଷୟରେ ସାଧାରଣ ଜ୍ଞାନ ଓ ବିଭିନ୍ନ ପ୍ରକାର ଗୁରୁତ୍ବପୁର୍ଣ ବୃକକ୍ ରୋଗ ଓ ଏହାର ପ୍ରତିକାର ବିଷୟରେ ସୂଚନା ଦିଆଯାଇଛି | ପ୍ରଥମ ଭାଗଟିରେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ସମସ୍ତଂକ ଲାଗି ସଚେତନତା ଲକ୍ଷ ରଖାଯାଇଛି |
ଦ୍ବିତୀୟ ଭାଗରେ ବିଭିନ୍ନ ପ୍ରକରର ବୃକକ୍ ରୋଗ, ତାହାର ପରୀକ୍ଷା, ଚିକିସ୍ଚା, ଯତ୍ନ ଏତ୍ୟାଦୀ ବିଷୟରେ ସୂଚନା ଦିଆଯାଇଛି | ଯାହାଦ୍ବାରା ପ୍ରତ୍ୟେକ ରୋଗୀ ଓ ସେମନଂକର ପରିବାରର ଲୋକମାନେ ଜାଣିବା ଦରକାର |